ମୋଦୀଙ୍କୁ ନବୀନଙ୍କ ‘ଉଷୁନା’ ଚିଠି

ଭୁବନେଶ୍ୱର : ଆସନ୍ତା ଖରିଫ ଋତୁରେ ଏଫ୍‌ସିଆଇ ଦ୍ୱାରା ଓଡ଼ିଶାରୁ ବଳକା ଉଷୁନା ଚାଉଳ ସଂଗ୍ରହ କରିବା ଉପରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପ୍ରତିବନ୍ଧକ ଲଗାଇଛି। ଏହାକୁ ତୀବ୍ର ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ରବିବାର ଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ଘଟଣାରେ ହସ୍ତକ୍ଷେପ କରି ବଳକା ଚାଉଳ … Continue reading ମୋଦୀଙ୍କୁ ନବୀନଙ୍କ ‘ଉଷୁନା’ ଚିଠି